ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କର୍ଣ୍ଣଭେଦୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କର୍ଣ୍ଣଭେଦୀ   ବିଶେଷଣ

ଅର୍ଥ : ଅତି ଉଚ୍ଚ ସ୍ୱର

ଉଦାହରଣ : ଶିଲା ଅତ୍ୟୁଚ୍ଚ ସ୍ୱରରେ ଗୀତ ଗାଏ

ସମକକ୍ଷ : ଅତ୍ୟୁଚ୍ଚ, ତୀକ୍ଷ୍ଣ୍

ऊँचा और तीखा (आवाज)।

शीला तीखी आवाज में बोलती है।
शीला की आवाज बहुत तीखी है।
कर्णभेदी, कर्णवेधी, चुभता, चुभता हुआ, तीखा

ଅର୍ଥ : ଖୁବ ଜୋର ଶବ୍ଦ

ଉଦାହରଣ : ସହରରେ ସଡ଼କ ଉପରେ ଚାଲୁଥିବା ଯାନବାହନର କାନଫଟା ଶବ୍ଦ ଭାରି ଅସୁବିଧା କରୁଛି

ସମକକ୍ଷ : କାନଫଟା

बहुत तेज (आवाज)।

शहर में सड़कों पर वाहनों की कर्णभेदी आवाज परेशान करती है।
कर्णभेदी, कानफोड़ू