ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କର୍ଣ୍ଣବେଧ କ୍ରିୟା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ହିନ୍ଦୁ ଧର୍ମର ସେହି ସଂସ୍କାର ଯେଉଁଥିରେ ପିଲାଙ୍କ କାନ ଫୋଡ଼ାଯାଏ

ଉଦାହରଣ : କର୍ଣ୍ଣବେଧ ସଂସ୍କାର ପରେ ସେ ନିଜ ପିଲା କାନରେ ସୁନାର କୁଣ୍ଡଳ ପିନ୍ଧାଇଲା

ସମକକ୍ଷ : କର୍ଣ୍ଣଛେଦନ କର୍ମ, କର୍ଣ୍ଣଛେଦନ କ୍ରିୟା, କର୍ଣ୍ଣବେଧ କର୍ମ, କର୍ଣ୍ଣବେଧ ସଂସ୍କାର

हिन्दू धर्म में वह संस्कार जिसमें बच्चों के कान छेदे जाते हैं।

कनछेदन संस्कार के बाद उसने अपने बच्चे के कानों में सोने के कुंडल पहनाए।
कनछेदन, कनछेदन संस्कार, कर्णछेदन संस्कार, कर्णवेद संस्कार

Any customary observance or practice.

rite, ritual