ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କର୍କଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କର୍କଟ   ବିଶେଷ୍ୟ

ଅର୍ଥ : ସୌର ଜ୍ୟୋତିଷାନୁସାରେ କୌଣସି ବ୍ୟକ୍ତିର ଜନ୍ମ ସମୟରେ ସୂର୍ଯ୍ୟ କର୍କଟରାଶିରେ ଥାଏ ତଥା ଚନ୍ଦ୍ର ଜ୍ୟୋତିଷାନୁସାରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର କର୍କଟରାଶିରେ ଥାଏ

ଉଦାହରଣ : କର୍କଟରାଶିର ବ୍ୟକ୍ତିଙ୍କପାଇଁ ଏବର୍ଷ ଅତ୍ୟନ୍ତ ଆନନ୍ଦଦାୟକ

ସମକକ୍ଷ : କର୍କଟରାଶି

सौर ज्योतिषानुसार वह व्यक्ति जिसका जन्म तब हुआ हो जब सूर्य कर्कराशि में हो।

कर्कराशिवालों के लिए यह वर्ष अत्यंत आनंददायक है।
कर्क राशिवाला, कर्कराशिवाला

(astrology) a person who is born while the sun is in Cancer.

cancer, crab

ଅର୍ଥ : ଦ୍ୱାଦଶ ରାଶିମାନଙ୍କ ମଧ୍ୟରୁ ଚତୁର୍ଥରାଶି ଯେଉଁଥିରେ ପୁନର୍ବସୁର ଶେଷପାଦ, ପୁଷ୍ୟା ତଥା ଅଶ୍ଲେଷା ଅଛନ୍ତି

ଉଦାହରଣ : କର୍କଟ ରାଶିର ଚିହ୍ନ କଙ୍କଡ଼ା

ସମକକ୍ଷ : କର୍କଟରାଶି

बारह राशियों में से चौथी राशि, जिसमें पुनर्वसु का अंतिम चरण, पुष्य तथा आश्लेषा हैं।

कर्क का चिन्ह केकड़ा है।
कर्क, कर्क राशि, कर्कराशि, चंद्रगृह, चन्द्रगृह

The fourth sign of the zodiac. The sun is in this sign from about June 21 to July 22.

cancer, cancer the crab, crab