ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କରଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କରଣ   ବିଶେଷ୍ୟ

ଅର୍ଥ : ବ୍ୟାକରଣର ଯେଉଁ କାରକଦ୍ୱାରା କର୍ତ୍ତା କୌଣସି କ୍ରିୟାକୁ ସିଦ୍ଧ କରେ

ଉଦାହରଣ : କରଣ କାରକର ବିଭକ୍ତି ହେଉଛି ରେ ମୁଁ କଲମରେ ଲେଖୁଛି-ଏଥିରେ କଲମ ହେଉଛି କରଣ

ସମକକ୍ଷ : କରଣ କାରକ

व्याकरण में वह कारक जिसके द्वारा कर्त्ता कोई क्रिया सिद्ध करता है।

करण की विभक्ति से है।
मैं कलम से लिखती हूँ में कलम करण है।
करण, करण कारक

ଅର୍ଥ : ଗୋଟିଏ ହିନ୍ଦୁ ଜାତି ଯାହାର ସଦସ୍ୟ ବିଶେଷକରି ହିସାବ କିତାବ ସମ୍ବନ୍ଧୀୟ କାର୍ଯ୍ୟ କରନ୍ତି

ଉଦାହରଣ : ସେ ନିଜପୁଅର ବିବାହ କାୟସ୍ଥ ଜାତିରେ କରିଛି

ସମକକ୍ଷ : କରଣ ଜାତି, କାୟସ୍ଥ, କାୟସ୍ଥ ଜାତି

एक हिंदू जाति जिसके सदस्य विशेषकर लिपिक का कार्य करते थे।

उसने अपने लड़के की शादी कायस्थ जाति में की है।
कायथ, कायस्थ, कायस्थ जाति

(Hinduism) a Hindu caste or distinctive social group of which there are thousands throughout India. A special characteristic is often the exclusive occupation of its male members (such as barber or potter).

jati

ଅର୍ଥ : ଗଣିତର ଯେଉଁ ସଂଖ୍ୟାଗୁଡ଼ିକର ସଂପୂର୍ଣ୍ଣ ବର୍ଗମୂଳ ବାହାରେ ନାହିଁ

ଉଦାହରଣ : ଗଣିତ ଶିକ୍ଷକ ପିଲାମାନଙ୍କୁ ପାଞ୍ଚଟି କରଣ କହିବାକୁ କହିଲେ

गणित में वह संख्या जिसका पूरा-पूरा वर्गमूल न निकल सके।

गणित के शिक्षक ने बच्चों को पाँच करण बताने के लिए कहा।
करण