ଅର୍ଥ : ଆଫଗାନିସ୍ତାନର ଏକ ପ୍ରାଚୀନ ଅଂଶ
ଉଦାହରଣ :
ପ୍ରାଚୀନ କାଳରେ କଂବୋଜ ଗୋଟିଏ ଉନ୍ନତ କ୍ଷେତ୍ର ଥିଲା
ସମକକ୍ଷ : କଂବୋଜ
ଅର୍ଥ : ଏକ ପ୍ରକାରର ରାଗ
ଉଦାହରଣ :
ସଙ୍ଗୀତଜ୍ଞ କମ୍ବୋଜ ରାଗ ଶୁଣାଉଛନ୍ତି
ସମକକ୍ଷ : କଂବୋଜ, କଂବୋଜ ରାଗ, କମ୍ବୋଜ ରାଗ