ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କମ୍ପକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କମ୍ପକ   ବିଶେଷ୍ୟ

ଅର୍ଥ : କୌଣସି ବାଦ୍ୟଯନ୍ତ୍ରରେ ଲାଗିଥିବା ଧାତୁର ବହୁତ ପତଳାଚାଦର ଯାହା ବାଦକ ବଜାଇବାକ୍ଷଣି ଜୋରରେ ଥରିଥାଏ ଓ ଏଥିରୁ ଧ୍ବନି ସୃଷ୍ଟି ହୁଏ

ଉଦାହରଣ : ଅକର୍ଡିୟନରେ କମ୍ପକ ଲାଗିଥାଏ

किसी वाद्ययंत्र में लगी लकड़ी या धातु की बहुत पतली पन्नी जो वादक के बजाते ही बहुत तेजी के साथ कंपित होती है और जिससे ध्वनि उत्पन्न होती है।

अकार्डियन में कंपिकाएँ लगी होती हैं।
कंपिका, कम्पिका

A vibrator consisting of a thin strip of stiff material that vibrates to produce a tone when air streams over it.

The clarinetist fitted a new reed onto his mouthpiece.
reed, vibrating reed

ଅର୍ଥ : ଗୋଟିଏ ଯାନ୍ତ୍ରିକ ଉପକରଣ ଯାହା କମ୍ପନ ଉତ୍ପନ୍ନ କରେ ବା କମ୍ପିତ ହୋଇଥାଏ

ଉଦାହରଣ : କେତେକ ବାଦ୍ୟଯନ୍ତ୍ରରେ କମ୍ପକ ଲାଗିଥାଏ

एक यांत्रिक उपकरण जो कंपन उत्पन्न करता है या कंपित होता है।

कई सारे यंत्रों में कंपित्र लगा रहता है।
कंपक, कंपित्र, कम्पक, कम्पित्र

A mechanical device that vibrates.

A reed is the vibrator that produces the sound.
vibrator