ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କପ୍‌ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କପ୍‌   ବିଶେଷ୍ୟ

ଅର୍ଥ : ଧାତୁ, ମାଟି ଇତ୍ୟାଦିରେ ତିଆରି ଚା’ ପିଇବାପାଇଁ ଗୋଟିଏ ଛୋଟ ପାତ୍ର

ଉଦାହରଣ : କପ୍‌ ହାତରୁ ପଡ଼ି ଭାଙ୍ଗିଗଲା

धातु, मिट्टी आदि का बना चाय आदि पीने का एक छोटा बर्तन।

कप हाथ से गिरकर टूट गया।
कप, चषक, प्याला

ଅର୍ଥ : ପିଆଲା ଆକାରରେ ଧାତୁ ନିର୍ମିତ ଏକ ଜିନିଷ ଯାହା ପ୍ରତିଯୋଗିତାରେ ବିଜେତାକୁ ଦିଆଯାଏ

ଉଦାହରଣ : ସେ ଦୌଡ଼ ପ୍ରତିଯୋଗିତାରେ ଭାଗନେଲା ଏବଂ ସ୍ୱର୍ଣ୍ଣକପ୍‌ ଜିତିନେଲା

प्याले के आकार की धातु की बनी वस्तु जो प्रतियोगिता में विजेता को दी जाती है।

उसने दौड़ स्पर्धा में भाग लिया और स्वर्ण कप जीत लिया।
इनामी प्याला, कप

A large metal vessel with two handles that is awarded as a trophy to the winner of a competition.

The school kept the cups is a special glass case.
cup, loving cup

ଅର୍ଥ : ମାଟିରେ ତିଆରି ଛୋଟ ବାସନ ଯେଉଁଥିରେ ଥଣ୍ଟ ଲାଗିଥାଏ

ଉଦାହରଣ : ପିଲାଟି କପରେ ଚା ନେବାପାଇଁ ଜିଦ୍‌ କରୁଛି

मिट्टी का बना एक छोटा बरतन जिसमें टोंटी लगी होती है।

बच्चा टोइयाँ में चाय लेने की जिद कर रहा है।
टुनियाँ, टोइयाँ, टोनियाँ