ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କନ୍ୟାରାଶି ଶବ୍ଦର ଅର୍ଥ ଏବଂ ଉଦାହରଣ ।

କନ୍ୟାରାଶି   ବିଶେଷ୍ୟ

ଅର୍ଥ : ସୌର ଜ୍ୟୋତିଷାନୁସାରେ କୌଣସି ବ୍ୟକ୍ତିର ଜନ୍ମ ସମୟରେ ସୂର୍ଯ୍ୟ କନ୍ୟାରାଶିରେ ଥାଏ ତଥା ଚନ୍ଦ୍ର ଜ୍ୟୋତିଷାନୁସାରେ ବ୍ୟକ୍ତିର ଜନ୍ମ ସମୟରେ ଚନ୍ଦ୍ର କନ୍ୟାରାଶିରେ ଥାଏ

ଉଦାହରଣ : କନ୍ୟାରାଶିର ବ୍ୟକ୍ତିଙ୍କପାଇଁ ଏବର୍ଷ ବିଶେଷ ଲାଭଦାୟକ

ସମକକ୍ଷ : କନ୍ୟା

सौर ज्योतिषानुसार वह व्यक्ति जिसका जन्म तब हुआ हो जब सूर्य कन्याराशि में हो।

कन्याराशिवालों के लिए यह वर्ष विशेष लाभदायक है।
कन्या राशिवाला, कन्याराशिवाला

(astrology) a person who is born while the sun is in Virgo.

virgin, virgo

ଅର୍ଥ : ଦ୍ୱାଦଶ ରାଶିମାନଙ୍କ ମଧ୍ୟରୁ ଷଷ୍ଠରାଶି

ଉଦାହରଣ : ଏହି ବର୍ଷ କନ୍ୟା ରାଶିର ବ୍ୟକ୍ତିମାନଙ୍କପାଇଁ ଫଳଦାୟୀ ହେବ

ସମକକ୍ଷ : କନ୍ୟା

बारह राशियों में से छठी राशि।

यह वर्ष कन्या राशि के लोगों के लिए फलदायी सिद्ध होगा।
कन्या, कन्या राशि, कन्याराशि, पाथोन, मनुष्य राशि, मनुष्यराशि

The sixth sign of the zodiac. The sun is in this sign from about August 23 to September 22.

virgin, virgo, virgo the virgin