ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କନିଷ୍ଠା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କନିଷ୍ଠା   ବିଶେଷ୍ୟ

ଅର୍ଥ : କୌଣସି ବ୍ୟକ୍ତିର ଅନେକ ସ୍ତ୍ରୀଙ୍କ ମଧ୍ୟରୁ ଯେ ପଦ,ମର୍ଯ୍ୟାଦା ଆଦିରେ ସାନ

ଉଦାହରଣ : ରାଜା ପାଟରାଣୀଙ୍କ କଥାରେ କନିଷ୍ଠାକୁ ଘରୁ ବାହାର କରିଦେଲେ

किसी की कई पत्नियों में से वह जो पद, मर्यादा आदि में छोटी हो।

राजा ने पटरानी के कहने से कनिष्ठा को घर से निकाल दिया।
कनिष्ठा, गौण पत्नी

ଅର୍ଥ : ଅନେକ ସ୍ତ୍ରୀଙ୍କ ମଧ୍ୟରୁ ଯାହାକୁ ସ୍ୱାମୀ କମ ସ୍ନେହ କରନ୍ତି

ଉଦାହରଣ : ବୁଢ଼ାବୟସରେ ପାଟରାଣୀ ବି କନିଷ୍ଠା ହୋଇଗଲେ

कई पत्नियों में से वह जिसे पति कम प्यार करता हो।

बुढ़ापे में पटरानी ही कनिष्ठा हो गई।
कनिष्ठा

ଅର୍ଥ : ଯେଉଁ ଲକ୍ଷ୍ମୀ ସମୁଦ୍ର ମନ୍ଥନ ସମୟ ପରେ ବାହାରିଥିଲେ

ଉଦାହରଣ : କେଉଁକେଉଁ ସ୍ଥାନରେ ଉଲ୍ଲେଖ ମିଳୁଛି ଯେ ବିଷ୍ଣୁଙ୍କୁ ବିବାହ ପରେ କନିଷ୍ଠା ଲକ୍ଷ୍ମୀ ହିଁ ଜ୍ୟେଷ୍ଠା ହୋଇଗଲେ

ସମକକ୍ଷ : କନିଷ୍ଠାଲକ୍ଷ୍ମୀ

वह लक्ष्मी जो समुद्र मंथन के समय बाद में निकली थी।

कहीं-कहीं पर उल्लेख मिलता है कि कनिष्ठा ही विष्णु से विवाह के उपरान्त ज्येष्ठा हो गई।
कनिष्ठा

Hindu goddess of fortune and prosperity.

lakshmi

ଅର୍ଥ : ଭାଦ୍ରପଦ ଶୁକ୍ଳପକ୍ଷର ଜ୍ୟେଷ୍ଠା ନକ୍ଷତ୍ରରେ କରାଯାଉଥିବା ଦେବୀ ପୂଜା

ଉଦାହରଣ : ଜ୍ୟେଷ୍ଠା ଗୌରୀଙ୍କ ସହିତ କନିଷ୍ଠାଙ୍କର ମଧ୍ୟ ପୂଜା ହୁଏ

ସମକକ୍ଷ : କନିଷ୍ଠା ଗୌରୀ

एक देवी जिसकी पूजा भाद्रपद शुक्ल पक्ष में ज्येष्ठ नक्षत्र में की जाती है।

ज्येष्ठ गौरी के साथ कनिष्ठा की भी पूजा होती है।
कनिष्ठा, कनिष्ठा गौरी

A female deity.

goddess