ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଠୋରତାସହ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଠୋରତାସହ   କ୍ରିୟା ବିଶେଷଣ

ଅର୍ଥ : ନିର୍ଦୟତା ସହିତ ବା ଦୟାହୀନ ହୋଇ

ଉଦାହରଣ : ସେ ନିଜ ଭାଇକୁ ନିର୍ଦୟଭାବରେ ପିଟୁଥିଲା

ସମକକ୍ଷ : କ୍ରୂରତାପୂର୍ବକ, କ୍ରୂରହୋଇ, ନିର୍ଦୟତାପୁର୍ବକ, ନିର୍ଦୟଭାବରେ

निर्दयता के साथ या दयाहीन होकर।

वह अपने भाई को निर्दयतापूर्वक पीट रहा था।
कठोरता से, कड़ाई से, क्रूरतापूर्वक, निर्दयता से, निर्दयतापूर्वक, बर्बरतापूर्वक, बेदर्दी से, बेरहमी से

With roughness or violence (`rough' is an informal variant for `roughly').

He was pushed roughly aside.
They treated him rough.
rough, roughly