ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଟକଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଟକଟ   ବିଶେଷ୍ୟ

ଅର୍ଥ : ଟାଣ ବସ୍ତୁ ଦବିବା ମୋଡ଼ିବାର ଶବ୍ଦ

ଉଦାହରଣ : ଖଟର କଟକଟ ଶବ୍ଦ ଶୁଣି ଜେଜେମା ଉଠି ପଡ଼ିଲେ

ସମକକ୍ଷ : କଡ଼କଡ଼

कड़ी या तनी हुई वस्तु के दबने या मुड़ने का शब्द।

खाट की चरमराहट सुनकर दादी जाग गईं।
चरमर, चरमराहट

A crunching noise.

scrunch

ଅର୍ଥ : କଟମଟ ଶବ୍ଦ

ଉଦାହରଣ : ଖଟର କଟକଟ ଶୁଣି ପିଲା ଚମକି ପଡ଼ିଲା

चर-चराने का शब्द।

खाट की चरचराहट सुनकर बच्चा चौंक पड़ा।
चरचर, चरचराहट

A squeaking sound.

The creak of the floorboards gave him away.
creak, creaking