ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଂପ୍ୟୁଟର ପ୍ରୋଗ୍ରାମ୍‌ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ଅନୁଦେଶର ଯେଉଁ ଅନୁକ୍ରମକୁ କଂପ୍ୟୁଟର ବ୍ୟାଖ୍ୟା କରି କାର୍ଯ୍ୟାନ୍ୱିତ କରେ

ଉଦାହରଣ : ଏହି ପ୍ରୋଗ୍ରାମ୍‌କୁ ତିଆରି କରିବାରେ କେତେକ କୂଟ ସଂକେତର ଆବଶ୍ୟକତା ପଡ଼ିଲା

ସମକକ୍ଷ : ପ୍ରୋଗ୍ରାମ୍‌

अनुदेशों का वह अनुक्रम जिसे कम्प्यूटर व्याख्या करके कार्यान्वित कर सकता है।

इस प्रोग्राम को बनाने में कई कूट संकेतों की आवश्यकता पड़ी।
कम्प्यूटर प्रोग्राम, प्रोग्राम

(computer science) a sequence of instructions that a computer can interpret and execute.

The program required several hundred lines of code.
computer program, computer programme, program, programme