ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଂଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଂଦ   ବିଶେଷ୍ୟ

ଅର୍ଥ : ଛପ୍ପୟ ଛନ୍ଦର ଏକସ୍ତରୀ ଭେଦରୁ ଗୋଟିଏ

ଉଦାହରଣ : ତାଙ୍କ ଦ୍ବାରା ଲିଖିତ କନ୍ଦ ପ୍ରସିଦ୍ଧ

ସମକକ୍ଷ : କନ୍ଦ

छप्पय छंद के इकहत्तर भेदों में से एक।

उनके द्वारा लिखित कंद प्रसिद्ध हैं।
कंद, कन्द

ଅର୍ଥ : ତେର ଅକ୍ଷରଯୁକ୍ତ ଏକ ବର୍ଣ୍ଣବୃତ୍ତ

ଉଦାହରଣ : କନ୍ଦ ବର୍ଣ୍ଣବୃତ୍ତର ପ୍ରତ୍ୟେକ ଚରଣରେ ଚାରୋଟି ଯଗଣ ତଥା ଏକ ଲଘୁ ଥାଏ

ସମକକ୍ଷ : କଂଦ ବର୍ଣ୍ଣବୃତ୍ତ, କନ୍ଦ, କନ୍ଦ ବର୍ଣ୍ଣବୃତ୍ତ

तेरह अक्षरों का एक वर्णवृत्त।

कंद के प्रत्येक चरण में चार यगण तथा एक लघु होता है।
कंद, कन्द

(prosody) a system of versification.

poetic rhythm, prosody, rhythmic pattern

ଅର୍ଥ : ମାଂସଳ ଏବଂ ବିନା ତନ୍ତୁଦାର ମୂଳ

ଉଦାହରଣ : ପ୍ରାଚୀନ କାଳରେ ମୁନିଋଷିମାନେ କନ୍ଦ, ଫଳଆଦି ଖାଇ ଜୀବନ ଧାରଣ କରୁଥିଲେ

ସମକକ୍ଷ : କନ୍ଦ

गूदेदार और बिना रेशे की जड़।

प्राचीन काल में ऋषि-मुनि कंद,फल आदि खाकर जीवन यापन करते थे।
कंद, कन्द

A fleshy underground stem or root serving for reproductive and food storage.

tuber