ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଏପଟ ସେପଟ ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଏପଟ ସେପଟ ହେବା   କ୍ରିୟାପଦ

ଅର୍ଥ : ବ୍ୟତିବ୍ୟସ୍ତ ହୋଇ ଏପଟସେପଟ ହେବା କ୍ରିୟା

ଉଦାହରଣ : କିଛି ସମୟ ପରେ ମାଆ କୋଳରେ ଶୋଇଥିବା ପିଲାଟି ଏପଟ ସେପଟ ହେଲା

ସମକକ୍ଷ : ଅସ୍ଥିର ହେବା, ବ୍ୟତିବ୍ୟସ୍ତ ହେବା, ହଲଚଲହେବା

उकताकर हिलना डोलना।

थोड़ी देर बाद ही माँ के गोद में सोया हुआ बच्चा कसमसाया।
कसमसाना, कुलबुलाना

To move in a twisting or contorted motion, (especially when struggling).

The prisoner writhed in discomfort.
The child tried to wriggle free from his aunt's embrace.
squirm, twist, worm, wrestle, wriggle, writhe