ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଏକାଧିପତ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଏକାଧିପତ୍ୟ   ବିଶେଷ୍ୟ

ଅର୍ଥ : କୌଣସି କାର୍ଯ୍ୟ, ସ୍ଥାନ ବା ଦେଶ ଉପରେ ଏକ ବ୍ୟକ୍ତି, ଦଳ ବା ସମାଜର ହେଉଥିବା ଆଧିପତ୍ୟ

ଉଦାହରଣ : ଏକ ସମୟରେ ଭାରତ ଉପରେ ଇଂରେଜମାନଙ୍କ ଏକାଧିପତ୍ୟ ଥିଲା

किसी कार्य, स्थान या देश पर एक व्यक्ति, दल या समाज का होनेवाला आधिपत्य।

एक समय भारत पर अंग्रेजों का एकाधिपत्य था।
एकाधिपत्य

ଅର୍ଥ : କୌଣସି ବସ୍ତୁ, କାମ ବା ବେପାରଆଦି ଉପରେ କୌଣସି ବ୍ୟକ୍ତି, ଦଳ, ବା ସମାଜର ସମ୍ପୂର୍ଣ୍ଣ ଅଧିକାର

ଉଦାହରଣ : ଏହି ବେପାରରେ ତାର ଏକାଧିପତ୍ୟ

ସମକକ୍ଷ : ଏକାଧିକାର

किसी वस्तु, कार्य या व्यापार आदि पर किसी व्यक्ति, दल या समाज का होनेवाला पूरा-पूरा अधिकार।

इस व्यापार में उसका एकाधिकार है।
इस्तमरार, एकाधिकार, एकाधिपत्य

Exclusive control or possession of something.

They have no monopoly on intelligence.
monopoly