ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଏକଚକିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଏକଚକିଆ   ବିଶେଷ୍ୟ

ଅର୍ଥ : ଯେଉଁ ଗାଡ଼ିରେ ଗୋଟିଏ ଚକ ଥାଏ

ଉଦାହରଣ : ଛୋଟ ପିଲାଟି ଏକଚକିଆ ଗାଡ଼ିକୁ ଚଲାଇବାପାଇଁ ଚେଷ୍ଟା କରୁଛି

ସମକକ୍ଷ : ଏକଚକିଆ ଗାଡ଼ି

वह गाड़ी जिसमें एक पहिया हो।

छोटा बच्चा एकपहिए को चलाने की कोशिश कर रहा है।
एकचक्री, एकपहिया, एकपहिया गाड़ी

ଏକଚକିଆ   ବିଶେଷଣ

ଅର୍ଥ : ଏକ ଚକ ବା ଏକ ଚକ ସହ ସମ୍ବନ୍ଧିତ

ଉଦାହରଣ : ସର୍କସରେ କିଛି କଳାକାର ଏକ ଚକିଆ ଗାଡ଼ି ଚଲାଉଥିଲେ

ସମକକ୍ଷ : ଏକଚକି

एक पहिया का या एक पहिए से संबंधित।

सरकस में कुछ कलाकार एकपहिया गाड़ी चला रहे थे।
एकपहिया