ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଏକଗୋଡ଼ିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଏକଗୋଡ଼ିଆ   ବିଶେଷ୍ୟ

ଅର୍ଥ : ମିଳିତ ଭାବେ ଖେଳାଯାଉଥିବା ପିଲାମାନଙ୍କର ଏକ ଖେଳ

ଉଦାହରଣ : ଏକଗୋଡ଼ିଆ ଖେଳରେ ଜଣେ ପିଲା ଗୋଟିଏ ଗୋଡ଼ରେ ଡେଇଁଡେଇଁ ଅନ୍ୟ ପିଲାଙ୍କୁ ଛୁଇଁବାପାଇଁ ଚେଷ୍ଟାକରେ

ସମକକ୍ଷ : ଏକଗୋଡ଼ିଆ ଖେଳ

समूह में खेला जाने वाला बच्चों का एक खेल।

लंगड़ी में एक बच्चा एक पैर से चलते हुए दूसरे बच्चों को छूने की कोशिश करता है।
लँगड़ी, लँगड़ी छू, लंगड़ी, लंगड़ी छू

ଏକଗୋଡ଼ିଆ   ବିଶେଷଣ

ଅର୍ଥ : ଗୋଟିଏ ଗୋଡ଼ ଥିବା ଲୋକ

ଉଦାହରଣ : ଏକଟାଙ୍କିଆ ଭିକାରି ଆଶାବାଡ଼ି ସାହାଯ୍ୟରେ ଚାଲୁଛି

ସମକକ୍ଷ : ଏକଟାଙ୍କିଆ

एक टाँग वाला।

एकटंगा भिखारी बैसाखी के सहारे चल रहा है।
एकटंगा

ଅର୍ଥ : ଗୋଟିଏ ଖୁଣ୍ଟ ସାହାଯ୍ୟରେ ଠିଆ ହୋଇଥିବା

ଉଦାହରଣ : ଜଣେ ସୈନିକ ଏକଖୁଣ୍ଟିଆ ତମ୍ବୁରେ ବସିଥିଲା

ସମକକ୍ଷ : ଏକଖୁଣ୍ଟିଆ

एक ही चोबे के सहारे खड़ा होने वाला।

एक सैनिक एकचोबे तंबू में बैठा हुआ हैं।
एकचोबा