ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଋଷଭ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଋଷଭ   ବିଶେଷ୍ୟ

ଅର୍ଥ : ଜଣେ ବୈଦିକ ଋଷି

ଉଦାହରଣ : ଋଗବେଦରେ ଋଷଭ ଋଷିଙ୍କ ବର୍ଣ୍ଣନା ମିଳେ

ସମକକ୍ଷ : ଋଷଭ ଋଷି

एक वैदिक ऋषि।

ऋषभ का वर्णन ऋग्वेद में मिलता है।
ऋषभ, ऋषभ ऋषि, रिषभ, रिषभ ऋषि

A mentor in spiritual and philosophical topics who is renowned for profound wisdom.

sage

ଅର୍ଥ : ଈନ୍ଦ୍ରଙ୍କର ଜଣେ ପୁତ୍ର

ଉଦାହରଣ : ଋଷଭଙ୍କର ବର୍ଣ୍ଣନା ପୁରାଣରେ ମିଳେ

ସମକକ୍ଷ : ରିଷଭ

इंद्र का एक पुत्र।

ऋषभ का वर्णन पुराणों में मिलता है।
ऋषभ, रिषभ

An imaginary being of myth or fable.

mythical being

ଅର୍ଥ : ଜଣେ ତୀର୍ଥଙ୍କର

ଉଦାହରଣ : ଋଷଭଦେବ ଜୈନ ଧର୍ମର ଆଦି ତୀର୍ଥଙ୍କର ଥିଲେ

ସମକକ୍ଷ : ଆଦିନାଥ, ଋଷଭ ଦେବ, ଋଷଭଦେବ, ରିଷଭ ଦେବ

एक तीर्थंकर।

ऋषभदेव जैन धर्म के आदि तीर्थंकर थे।
आदिनाथ, ऋषभ, ऋषभ देव, ऋषभदेव, रिषभ, रिषभ देव, रिषभदेव

ଅର୍ଥ : ରାମଙ୍କ ସେନାରେ ଥିବା ଗୋଟିଏ ବାନର

ଉଦାହରଣ : ରାମାୟଣରେ ଋଷଭର ବର୍ଣ୍ଣନା ମିଳେ

राम की सेना का एक वानर।

ऋषभ का वर्णन रामायण में मिलता है।
ऋषभ, रिषभ

An imaginary being of myth or fable.

mythical being

ଅର୍ଥ : ସଙ୍ଗୀତର ସାତ ସ୍ୱର ମଧ୍ୟରୁ ଦ୍ୱିତୀୟ

ଉଦାହରଣ : ଗାୟକ ଋଷଭ ସ୍ୱରରେ ଗାଉଛନ୍ତି

ସମକକ୍ଷ : ଋଷଭ ସ୍ୱର

संगीत के सात स्वरों में से दूसरा।

गायक ऋषभ अलाप रहा है।
ऋषभ, ऋषभ स्वर, रिषभ, रिषभ स्वर, रे