ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଋଣକର୍ତ୍ତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଋଣକର୍ତ୍ତା   ବିଶେଷ୍ୟ

ଅର୍ଥ : ଋଣ ନେଇଥିବା ବ୍ୟକ୍ତି

ଉଦାହରଣ : ବ୍ୟାଙ୍କ ପୁରୁଣା ଋଣକର୍ତ୍ତା ମାନଙ୍କୁ ଶୀଘ୍ର ଋଣ ପରିଶୋଧ କରିବା ପାଇଁ ନୋଟିସ୍ ଦେଇଛି

ସମକକ୍ଷ : ଋଣୀ, କରଜଦାର

वह व्यक्ति जिसने किसी से ऋण लिया हो।

बैंक ने पुराने ऋणियों से शीघ्र ही ऋण वापस करने के लिए कहा है।
ऋणकर्ता, ऋणी, कर्जदार

A person who owes a creditor. Someone who has the obligation of paying a debt.

debitor, debtor