ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉପ ସଭାପତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉପ ସଭାପତି   ବିଶେଷ୍ୟ

ଅର୍ଥ : କୌଣସି ସଂସ୍ଥାର ସେହି ଅଧିକାରୀ ଯାହାଙ୍କର ପଦ ସଭାପତିଙ୍କ ପାଖାପାଖି ବା ତାଠାରୁ ଛୋଟ, କିନ୍ତୁ ମନ୍ତ୍ରୀଙ୍କଠାରୁ ବଡ଼ ଏବଂ ଯେ ସଭାପତିଙ୍କ ଅନୁପସ୍ଥିତିରେ ତାଙ୍କର ସବୁ କାମ କରନ୍ତି

ଉଦାହରଣ : ପଣ୍ଡିତ ରମାଶଙ୍କର ଏହି ସଂସ୍ଥାର ଉପ ସଭାପତି

ସମକକ୍ଷ : ଉପ ପ୍ରଧାନ

किसी संस्था का वह अधिकारी जिसका पद सभापति के उपरांत या उससे छोटा, पर मंत्री से बड़ा होता है और जो सभापति की अनुपस्थिति में उसके सब कार्य करता है।

इस संस्था के उप सभापति पंडित रमाशंकर जी हैं।
उप प्रधान, उप सभापति, उपप्रधान, उपसभापति, वाइस प्रेजिडेंट, वाइस प्रेजिडेन्ट, वाइस-प्रेसिडेंट, वाइस-प्रेसिडेन्ट