ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉପସାଗର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉପସାଗର   ବିଶେଷ୍ୟ

ଅର୍ଥ : ତିନିଦିଗରୁ ସ୍ଥଳ ଭାଗ ଘେରିଥିବା ସମୁଦ୍ରର ଏକ କ୍ଷୁଦ୍ର ଅଂଶ

ଉଦାହରଣ : ଏହି ଜାହାଜ ବଙ୍ଗୋପସାଗରର କୂଳ ଦେଇ ଯିବ

ସମକକ୍ଷ : କୂଳ, ଖାଡ଼ୀ

समुद्र का वह छोटा भाग जो तीन ओर से स्थल से घिरा हो।

यह जहाज़ बंगाल की खाड़ी से होकर गुज़रेगा।
अखात, उपसागर, खलीज, खाड़ी

An indentation of a shoreline larger than a cove but smaller than a gulf.

bay, embayment

ଅର୍ଥ : ବହୁତ ବଡ଼ ଜଳରାଶିର ଶାଖା (ବିଶେଷକରି ପାହାଡ଼ିଆ ଅନ୍ତରୀପର ମଧ୍ୟରେ)

ଉଦାହରଣ : ଆମ ଜଳଯାନ ଏକ ଉପସାଗର ଦେଇ ଅତିକ୍ରମ କଲା

बहुत बड़ी जलराशि की शाखा (विशेषकर चट्टानी अंतरीप के मध्य)।

हमारा जलयान एक उपखाड़ी से होकर गुजरा।
उपखाड़ी

An arm off of a larger body of water (often between rocky headlands).

inlet, recess