ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉପମେୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉପମେୟ   ବିଶେଷ୍ୟ

ଅର୍ଥ : ଯେଉଁ ବସ୍ତୁ କୌଣସି ଅନ୍ୟ ବସ୍ତୁସଦୃଶ ବୋଲି କୁହାଯାଇଛି

ଉଦାହରଣ : କମଳନୟନରେ କମଳ ଉପମେୟ

वह वस्तु जो किसी अन्य वस्तु सदृश्य बताई गई हो।

कमलनयन में कमल उपमेय है।
उपमेय

ଉପମେୟ   ବିଶେଷଣ

ଅର୍ଥ : ଉପମାର ଯୋଗ୍ୟ

ଉଦାହରଣ : ସାହିତ୍ୟରେ ପ୍ରତ୍ୟେକ ପ୍ରାକୃତିକ ବସ୍ତୁକୁ ଉପମେୟ ଭାବେ ଗ୍ରହଣ କରାଯାଏ

उपमा के योग्य।

साहित्य में प्रत्येक प्राकृतिक वस्तु उपमेय है।
उपमित, उपमेय

Able to be compared or worthy of comparison.

comparable