ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉପମା ଅଳଙ୍କାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉପମା ଅଳଙ୍କାର   ବିଶେଷ୍ୟ

ଅର୍ଥ : ସାହିତ୍ୟର ଏକ ଅଳଙ୍କାର ଯେଉଁଥିରେ ଦୁଇ ବସ୍ତୁ ମଧ୍ୟରେ ଭେଦ ରହିଥିଲେବି ସେମାନଙ୍କୁ ସମାନ କୁହାଯାଇଥାଏ

ଉଦାହରଣ : ବନ୍ଦଇ ଚରଣ କମଳ, ହରି ସୁମରି ହରେ କାଳ ଓଡ଼ିଆ ଉପମା ଅଳଙ୍କାରର ଉଦାହରଣ

ସମକକ୍ଷ : ଉପମା

साहित्य में एक अलंकार जिसमें दो वस्तुओं में भेद रहते हुए भी उन्हें समान बतलाया जाता है।

चरण कमल बंदौ हरिराई में उपमा अलंकार है।
अर्थोपमा, उपमा, उपमा अलंकार, उपमालंकार

A figure of speech that expresses a resemblance between things of different kinds (usually formed with `like' or `as').

simile