ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉପନିବେଶ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉପନିବେଶ   ବିଶେଷ୍ୟ

ଅର୍ଥ : ବାହର ତତ୍ତ୍ୱ, କୀଟାଣୁଆଦିର କୌଣସି ସ୍ଥାନରେ ହୋଇଥିବା ଜମାଟ

ଉଦାହରଣ : ବର୍ଷା ଦିନରେ ସ୍ଥାନେ ସ୍ଥାନେ ଏକତ୍ରିତ ଜଳ କାରଣରୁ ରୋଗ ଜୀବାଣୁ, ମଶାଆଦିର ହେଉଥିବା ଉପନିବେଶ, ବେମାରୀର କାରଣ ହୋଇଥାଏ

ସମକକ୍ଷ : କଲୋନୀ

किसी स्थान पर एकत्रित बाहरी तत्वों, कीटाणुओं आदि का समूह।

बरसात के दिनों में जगह-जगह एकत्रित जल के कारण रोगाणुओं, मच्छरों आदि का होनेवाला उपनिवेश, बीमारी का कारण बनता है।
उपनिवेश, कालोनी, कॉलोनी

(microbiology) a group of organisms grown from a single parent cell.

colony

ଅର୍ଥ : ଏକ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯାଇ ବସବାସ କରିବା କ୍ରିୟା

ଉଦାହରଣ : ଇଂଗ୍ରେଜମାନଙ୍କ ଭାରତରେ ଉପନିବେଶ ଏହି ସମୟରେ ହୋଇଥିଲା ଯେତେବେଳେ ଭାରତ ଛୋଟ-ଛୋଟ ରାଜ୍ୟରେ ବିଭକ୍ତ ଥିଲା

एक स्थान से दूसरे स्थान पर जाकर बसने की क्रिया।

अंग्रेजों का भारत में उपनिवेश उस समय हुआ जब भारत छोटे-छोटे राज्यों में विभक्त था।
उपनिवेश

The movement of persons from one country or locality to another.

migration

ଅର୍ଥ : ନିଜ ଘରଠାରୁ ଦୂରକୁ ଯାଇ ବସବାସ କରୁଥିବା ଲୋକସମୂହ ଯେଉଁମାନେ ସ୍ୱଦେଶ ସହ ସଂପର୍କ ଜାରି ରଖିଥାନ୍ତି

ଉଦାହରଣ : ଉପନିବେଶଙ୍କ ପାଖରେ ନିଜ ଦେଶର ରାଷ୍ଟ୍ରୀୟତା ରହିଥାଏ

अपने घर से दूर जाकर बसे लोगों का समूह जो स्वदेश से संपर्क बनाए रखते हैं।

उपनिवेश के पास अपने देश की राष्ट्रीयता होती है।
उपनिवेश, कालोनी, कॉलोनी

ଅର୍ଥ : ରାଜନୈତିକ ରୂପରେ ଗୋଟିଏ ଦୂର ଦେଶଦ୍ୱାରା ନିୟନ୍ତ୍ରିତ ହେଉଥିବା ଏକ ଭୌଗଳିକ କ୍ଷେତ୍ର

ଉଦାହରଣ : ଏହି ଉପନିବେଶ ଆମେରିକାଦ୍ୱାରା ନିୟନ୍ତ୍ରିତ

वह भौगोलिक क्षेत्र जो राजनीतिक रूप से एक दूर स्थित देश द्वारा नियंत्रित हो।

यह उपनिवेश अमरीका द्वारा नियंत्रित है।
उपनिवेश, कालोनी, कॉलोनी

A geographical area politically controlled by a distant country.

colony, dependency

ଅର୍ଥ : ଅନ୍ୟ ସ୍ଥାନରୁ ଆସିଥିବା ଲୋକଙ୍କ ବସ୍ତି

ଉଦାହରଣ : ପ୍ରଥମେ ପ୍ରଥମେ ଇଂରେଜମାନେ ଭାରତରେ ଅନେକ ଜାଗାରେ ନିଜର ଉପନିବେଶ ସ୍ଥାପନ କରିଥିଲେ

ସମକକ୍ଷ : କଲୋନି

अन्य स्थान से आये हुए लोगों की बस्ती।

शुरु-शुरु में अंग्रेजों ने भारत में अनेक जगहों पर अपना उपनिवेश स्थापित किया।
उपनिवेश, कालोनी, कॉलोनी