ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉପଦେଶଦାତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉପଦେଶଦାତା   ବିଶେଷ୍ୟ

ଅର୍ଥ : ପରାମର୍ଶ କିମ୍ବା ଉପଦେଶ ଦେଉଥିବା ବ୍ୟକ୍ତି

ଉଦାହରଣ : ସେ ନିଜ ସମସ୍ୟାଗୁଡ଼ିକରୁ ଦୂର ହେବାପାଇଁ ଜଣେ କୁଶଳ ପରାମର୍ଶଦାତାଙ୍କ ସହିତ କଥାବାର୍ତ୍ତା କରୁଛନ୍ତି

ସମକକ୍ଷ : ପରାମର୍ଶକ, ପରାମର୍ଶଦାତା

परामर्श या सलाह देनेवाला व्यक्ति।

वह अपनी समस्याओं से निपटने के लिए एक कुशल सलाहकार से विचार-विमर्श कर रहा है।
कंसलटेंट, कंसल्टेंट, कन्सलटेन्ट, कन्सल्टेन्ट, परामर्शक, परामर्शदाता, मशीर, सलाहकार

An expert who gives advice.

An adviser helped students select their courses.
The United States sent military advisors to Guatemala.
adviser, advisor, consultant

ଉପଦେଶଦାତା   ବିଶେଷଣ

ଅର୍ଥ : ଯେ ଉପଦେଶ ବା ଭଲ କଥା ଶିକ୍ଷା ଦିଅନ୍ତି

ଉଦାହରଣ : ଭକ୍ତିକାଳୀନ ସବୁ କବି ଉପଦେଷ୍ଟା ଥିଲେ୤

ସମକକ୍ଷ : ଉପଦେଶକ, ଉପଦେଷ୍ଟା

जो उपदेश या अच्छी बातों की शिक्षा देता हो।

सभी भक्तिकालीन कवि उपदेशक थे।
उपदेशक, उपदेष्टा