ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉପକୂଳ ରକ୍ଷକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉପକୂଳ ରକ୍ଷକ   ବିଶେଷ୍ୟ

ଅର୍ଥ : ସମୁଦ୍ର ତଟର ସୁରକ୍ଷା ପାଇଁ ଦାୟୀ ସୁରକ୍ଷା ବଳର ସଦସ୍ୟ

ଉଦାହରଣ : ତଟରକ୍ଷୀଙ୍କ ତତ୍ପରତା ବୁଡିଯାଉଥିବା ବ୍ୟକ୍ତିକୁ ବଞ୍ଚାଇ ଦେଲା

ସମକକ୍ଷ : ତଟରକ୍ଷକ, ତଟରକ୍ଷୀ

समुद्र तटों की सुरक्षा के लिए उत्तरदायी सुरक्षा बल का सदस्य।

तटरक्षक ने तत्परता से डूबते व्यक्ति को बचा लिया।
तट रक्षक, तट-रक्षक, तटरक्षक

A member of a coastguard.

coastguardsman