ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉପକଣ୍ଠ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉପକଣ୍ଠ   ବିଶେଷ୍ୟ

ଅର୍ଥ : ସହରର ଯେଉଁ ଭାଗ ତାର କେନ୍ଦ୍ରଠାରୁ ଦୂରରେ

ଉଦାହରଣ : ଦିଲ୍ଲୀର ଉପକଣ୍ଠରେ ସେ ଏକ କାରଖାନା ଚଲାଉଛି

ସମକକ୍ଷ : ଉପାନ୍ତ ଅଞ୍ଚଳ, ସହରତଳି ଅଞ୍ଚଳ

* किसी शहर आदि का वह भाग जो उसके केंद्र से दूर हो।

दिल्ली के बाहरी इलाके में वह एक कारखाना चलाता है।
उपांत क्षेत्र, उपांत प्रदेश, उपान्त क्षेत्र, उपान्त प्रदेश, बाहरी इलाका, बाहरी भाग, बाहरी हिस्सा, बाह्य क्षेत्र

A part of the city far removed from the center.

They built a factory on the outskirts of the city.
fringe, outskirt