ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଦ୍ୟାନରକ୍ଷକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଦ୍ୟାନରକ୍ଷକ   ବିଶେଷ୍ୟ

ଅର୍ଥ : ବଗିଚାରେ ଥିବା ଗଛରେ ପାଣି ଦେବା ଏବଂ ସେଗୁଡ଼ିକ ରକ୍ଷଣାବେକ୍ଷଣ କରୁଥିବା ଲୋକ

ଉଦାହରଣ : ମାଳୀ ଉଦ୍ୟାନରେ ନୂଆନୂଆ ଗଛ ଲଗାଉଛି

ସମକକ୍ଷ : ଉଦ୍ୟାନପାଳକ, ମାଳୀ

बाग के पौधे आदि सींचने और उनकी रक्षा आदि करने वाला व्यक्ति।

माली उपवन में नए-नए पौधे लगा रहा है।
आरामिक, बागबान, बागवान, बाग़बान, बाग़वान, माली

Someone who takes care of a garden.

gardener, nurseryman