ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଦ୍ଦୀପନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଦ୍ଦୀପନ   ବିଶେଷ୍ୟ

ଅର୍ଥ : ଉତ୍ତେଜିତ କରିବା ବା ବୃଦ୍ଧି ହେବାର କ୍ରିୟା ବା ଭାବ ବିଶେଷ କରି ମନୋଭାବକୁ ଜାଗ୍ରତ ତଥା ଉତ୍ତେଜିତ କରିବାର କ୍ରିୟା ବା ଭାବ

ଉଦାହରଣ : ଚୁମ୍ବକୀୟ ଉଦ୍ଦୀପନ ଜରିଆରେ ପାର୍କିନ୍ସନ ଭଳି ମସ୍ତିଷ୍କର ଗମ୍ଭୀର ରୋଗର ଔଷଧ ବାହାର କରି ପାରିଛି

उत्तेजित करने या उभाड़ने की क्रिया, अवस्था या भाव, विशेषकर, मनोभावों को जाग्रत तथा उत्तेजित करने की क्रिया, अवस्था या भाव।

चुम्बकीय उद्दीपन के जरिये मस्तिष्क की गंभीर बीमारी पार्किन्सन का इलाज खोज लिया गया है।
उद्दीपन, संदीपन, सन्दीपन

The act of arousing an organism to action.

stimulation