ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉତ୍ସାହିତ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉତ୍ସାହିତ କରିବା   କ୍ରିୟାପଦ

ଅର୍ଥ : କାହାରିକୁ ଉତ୍ତେଜିତ କରିବା

ଉଦାହରଣ : ରାମୁ ଘନଶ୍ୟାମଦ୍ୱାରା ମୋତେ ଉସ୍କେଇଲା ଆଉ ମୁଁ ମନୋହର ସହିତ ଝଗଡ଼ାକଲି

ସମକକ୍ଷ : ଉସ୍କେଇବା, ପ୍ରବର୍ତ୍ତାଇବା, ପ୍ରବର୍ତ୍ତେଇବା, ମତାଇବା, ମତେଇବା

किसी को उत्तेजित करवाना।

रामू ने घनश्याम से मुझे उकसवाया और मैं मनोहर से लड़ पड़ा।
उकसवाना, उभड़वाना, उसकवाना, चढ़वाना, भड़कवाना

Act as a stimulant.

The book stimulated her imagination.
This play stimulates.
excite, stimulate