ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉତ୍ସବ ପାଳିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉତ୍ସବ ପାଳିବା   କ୍ରିୟାପଦ

ଅର୍ଥ : ଧୁମଧାମରେ କୌଣସି ସାର୍ବଜନୀନ, ଶୁଭ ବା ମଙ୍ଗଳ କାର୍ଯ୍ୟ କରିବା

ଉଦାହରଣ : ପୁତ୍ରପ୍ରାପ୍ତି ଅବସରରେ ସମଗ୍ର ପରିବାର ଉତ୍ସବ ପାଳନ କରୁଅଛନ୍ତିଆମେ ରାମର ଜନ୍ମଦିନ ପାଳନ କରିବା

ସମକକ୍ଷ : ଉତ୍ସବ ପାଳନ କରିବା

धूमधाम से कोई सार्वजनिक,बड़ा,शुभ या मंगल कार्य करना।

पुत्र-प्राप्ति के अवसर पर पूरा परिवार उत्सव मना रहा है।
हम लोग राम का जन्मदिवस मनाएँगे।
उत्सव मनाना, मनाना

Have a celebration.

They were feting the patriarch of the family.
After the exam, the students were celebrating.
celebrate, fete