ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉତ୍ତୋଳନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉତ୍ତୋଳନ   ବିଶେଷ୍ୟ

ଅର୍ଥ : ଉପର ଆଡ଼କୁ ଉଠାଇବା ବା ନେବାର ପ୍ରକ୍ରିୟା

ଉଦାହରଣ : ଲିପ୍ଟଦ୍ୱାରା କିଛି ଜିନିଷକୁ ଉତ୍ତୋଳନ କରି ଉଚ୍ଚସ୍ଥାନକୁ ନେଇହୁଏ

ऊपर की ओर उठाने या ले जाने की क्रिया।

लिफ्ट द्वारा कुछ सामानों का उन्नयन करके ऊपर ले जाया जा सकता है।
उन्नयन

The act of raising something.

He responded with a lift of his eyebrow.
Fireman learn several different raises for getting ladders up.
heave, lift, raise

ଅର୍ଥ : ଉପରକୁ ଉଠାଇବା ବା ଟେକି ଧରିବାର କ୍ରିୟା

ଉଦାହରଣ : ମନ୍ତ୍ରୀ ପତାକା ଉତ୍ତୋଳନ କରୁଛନ୍ତି

ऊपर की ओर उठाने या ले जाने की क्रिया या भाव। ऊँचा करना।

मन्त्रीजी ध्वजोत्तोलन कर रहे हैं।
उत्तोलन

The act of raising something.

He responded with a lift of his eyebrow.
Fireman learn several different raises for getting ladders up.
heave, lift, raise