ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଣେଇଶ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଣେଇଶ   ବିଶେଷ୍ୟ

ଅର୍ଥ : ଦଶରେ ନଅ ମିଶି ମିଳୁଥିବା ସଂଖ୍ୟା

ଉଦାହରଣ : ଚବିଶିରୁ ପାଞ୍ଚ ଫେଡ଼ିଲେ ଉଣେଇଶ ରହେ

ସମକକ୍ଷ : ୧୯

दस और नौ के योग से प्राप्त संख्या।

चौबीस में से पाँच निकाल देने से उन्नीस मिलता है।
19, XIX, उनीस, उन्नीस, १९

The cardinal number that is the sum of eighteen and one.

19, nineteen, xix

ଉଣେଇଶ   ବିଶେଷଣ

ଅର୍ଥ : ଦଶ ଏବଂ ନଅ

ଉଦାହରଣ : ଏହି ଥଳିରେ ଉଣେଇଶଟି ଆମ୍ବ ଅଛି

ସମକକ୍ଷ : ୧୯

दस और नौ।

इस झोले में उन्नीस आम हैं।
19, XIX, उनीस, उन्नीस, कनोतर, १९

Being one more than eighteen.

19, nineteen, xix

ଅର୍ଥ : କାହାଠାରୁ ଗୁଣ ଆଦିରେ ଟିକିଏ କମ ହୋଇଥିବା

ଉଦାହରଣ : ରାମ ପଢ଼ାରେ କୋଡ଼ିଏ ହେଲେ ଶ୍ୟାମ ଉଣେଇଶ

ସମକକ୍ଷ : ୧୯

किसी से गुण, श्रेणी, महत्व आदि में थोड़ा घटकर या कम।

राम पढ़ने में श्याम से उन्नीस है।
19, उनीस, उन्नीस, १९

Of or characteristic of low rank or importance.

inferior