ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଠାଣି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଠାଣି   ବିଶେଷ୍ୟ

ଅର୍ଥ : ଯେଉଁ ଦିଗରୁ ଜଳ ପ୍ରବାହ ଆସେ

ଉଦାହରଣ : ମାଛମାନେ ଉଠାଣି ଆଡ଼କୁ ଉଠୁଛନ୍ତି

वह दिशा जिस ओर से जल का प्रवाह आता है।

मछलियाँ चढ़ाव की ओर बढ़ रही हैं।
उजान, उज्जल, चढ़ाव

Elevation especially above sea level or above the earth's surface.

The altitude gave her a headache.
altitude, height

ଅର୍ଥ : ଯେଉଁସ୍ଥାନ ଉପରଆଡ଼କୁ ଉଚା ହୋଇଯାଇଛି

ଉଦାହରଣ : ଉଠାଣି ଉପରେ ଗାଡ଼ି ଧୀରେ ଚଲାଇବା ଉଚିତ

वह स्थान जो ऊँचा होता गया हो।

चढ़ाई पर वाहन जरा धीरे चलाइए।
चढ़ाई, चढ़ाव

An upward slope or grade (as in a road).

The car couldn't make it up the rise.
acclivity, ascent, climb, raise, rise, upgrade

ଅର୍ଥ : ଉପର ହେବାର ଅବସ୍ଥା

ଉଦାହରଣ : ଉଠାଣିରେ ବାୟୁର ଚାପ କମ ହୁଏ

ऊपर होने की अवस्था।

चढ़ाई पर हवा का दबाव कम होता है।
अधिरोह, अभ्युच्छ्रय, आरोह, उठान, उठाव, चढ़ाई, चढ़ान, चढ़ाव

Elevation especially above sea level or above the earth's surface.

The altitude gave her a headache.
altitude, height