ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଚ୍ଛିଷ୍ଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଚ୍ଛିଷ୍ଟ   ବିଶେଷ୍ୟ

ଅର୍ଥ : ଯେଉଁ ପଦାର୍ଥ ପ୍ରଥମରୁ ଥରେ-ଦୁଇଥର କାମରେ ଆସିସାରିଛି

ଉଦାହରଣ : ପୂଜା ଆଦିରେ ଉଚ୍ଛିଷ୍ଟର ବ୍ୟବହାର କରାଯାଏ ନାହିଁ

वह पदार्थ जो पहले एक-दो बार काम में लाया जा चुका हो।

पूजा आदि में जूठन का उपयोग नहीं करते।
उच्छिष्ट, उछिष्ट, जूठन, जूठा

ଅର୍ଥ : କାହାକୁ ଦିଆଯାଇଥିବା ଖାଦ୍ୟରୁ ଖାଇସାରିବା ପରେ ବଳିଥିବା ଅଂଶ

ଉଦାହରଣ : କାହାରିକୁ ଅଇଁଠା ଦେବା ଅନୁଚିତ

ସମକକ୍ଷ : ଅଇଁଠା, ସଙ୍ଖୁଡ଼ି

किसी को दिए गए भोजन में से खाने के बाद बची वस्तु।

जूठन किसी को नहीं देनी चाहिए।
उच्छिष्ट भोजन, जूठन, जूठा

Food that is discarded (as from a kitchen).

food waste, garbage, refuse, scraps

ଉଚ୍ଛିଷ୍ଟ   ବିଶେଷଣ

ଅର୍ଥ : ଯାହାକୁ ପୂର୍ବରୁ ଅନ୍ୟକେହି ଉପଭୋଗ କରିସାରିଛି

ଉଦାହରଣ : ଅଇଁଠା ଭୋଜନ ଭଗବାନଙ୍କୁ ଅର୍ପଣ କରାଯାଏନାହିଁ

ସମକକ୍ଷ : ଅଇଁଠା, ସଙ୍ଖୁଡ଼ି

जिसका पहले किसी ने उपभोग कर लिया हो।

जूठा भोजन भगवान को अर्पित नहीं किया जाता।
माँ जूठे बरतनों को धो रही है।
अशित, जूठा, भक्षित, भुक्त

Previously used or owned by another.

Bought a secondhand (or used) car.
secondhand, used