ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଚ୍ଚୈଃଶ୍ରବା ଅଶ୍ୱ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ସମୁଦ୍ର ମନ୍ଥନରୁ ଯେଉଁ ଘୋଡ଼ା ବାହାରିଥିଲା ଏବଂ ଯାହାକୁ ଚତୁର୍ଦ୍ଦଶ ରତ୍ନ ମଧ୍ୟରେ ଗଣାଯାଏ

ଉଦାହରଣ : ଉଚ୍ଚୈଃଶ୍ରବା ଅଶ୍ୱ ଧଳା ରଙ୍ଗର ଏବଂ ସାତ ମୁଖବିଶିଷ୍ଟ ବୋଲି ବିଚାର କରାଯାଏ

ସମକକ୍ଷ : ଉଚ୍ଚୈଃଶ୍ରବା, ଉଚ୍ଚୈଃଶ୍ରବା ଘୋଡ଼ା

वह घोड़ा जो समुद्र मंथन के दौरान निकला था और जिसकी गणना चौदह रत्नों में होती है।

उच्चैःश्रवा सफेद रंग का और सात मुख वाला माना जाता है।
उच्चैःश्रवा, उच्चैःश्रवा घोड़ा

An imaginary being of myth or fable.

mythical being