ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଚ୍ଚାକାଂକ୍ଷୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଚ୍ଚାକାଂକ୍ଷୀ   ବିଶେଷ୍ୟ

ଅର୍ଥ : ଯେ ବହୁତ ବଡ଼ ଆକାଂକ୍ଷା ରଖେ

ଉଦାହରଣ : ବେଳେବେଳେ କେତେକ ମହତାକାଂକ୍ଷୀଙ୍କ ଅତ୍ୟଧିକ ଲାଳସା ସମାଜର ପତନର କାରଣ ହୋଇଥାଏ

ସମକକ୍ଷ : ମହତାକାଂକ୍ଷୀ

वह जो बहुत बड़ी आकांक्षा रखता हो।

कभी-कभी कुछ महत्वाकांक्षियों की अत्यधिक लालसा समाज के पतन में सहभागी हो जाती है।
उच्चाकांक्षी, बुलंदपरवाज, बुलंदपरवाज़, महत्वाकांक्षी

ଉଚ୍ଚାକାଂକ୍ଷୀ   ବିଶେଷଣ

ଅର୍ଥ : ଯାହାରଖୁବ୍‌ ବଡ଼ ଆକାଂକ୍ଷା ଅଛି

ଉଦାହରଣ : ଶ୍ୟାମ ଜଣେ ମହତାକାଂକ୍ଷୀ ବ୍ୟକ୍ତି

ସମକକ୍ଷ : ମହତାକାଂକ୍ଷୀ

जिसकी बहुत बड़ी आकांक्षा हो।

श्याम एक महत्वाकांक्षी व्यक्ति है।
उच्चाकांक्षी, बुलंदपरवाज, बुलंदपरवाज़, महत्वाकांक्षी

Having a strong desire for success or achievement.

ambitious