ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଚ୍ଚସ୍ବର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଚ୍ଚସ୍ବର   ବିଶେଷ୍ୟ

ଅର୍ଥ : କର୍କଶ କୁହା ଲୋକ

ଉଦାହରଣ : କାହାର କର୍କଶ ସ୍ବର ଅନ୍ୟକୁ ଭଲ ଲାଗେ ନାହିଁ

ସମକକ୍ଷ : କର୍କଶ ସ୍ବର, କାଉକଣ୍ଠିଆ, ଚଢାଗଳା

कड़ी बोली।

कौए का कर्कश स्वर किसी को अच्छा नहीं लगता है।
अवक्रोश, कर्कश स्वर

ଅର୍ଥ : ସଙ୍ଗୀତରେ ସ୍ଥାୟୀ ବା ପ୍ରଥମ ପଦ ଗାଇବାପରେ ପୁଣି ସେହିପଦ ବା ତାହାର କିଛି ଅଂଶ ଅପେକ୍ଷାକୃତ ଉଚ୍ଚ ସ୍ବରରେ ଗାଇବାର ପ୍ରକ୍ରିୟା

ଉଦାହରଣ : ଗାୟକଙ୍କ ଆରୋହ ସମୟରେ ସମସ୍ତେ ତାଳି ମାରୁଥିଲେ

ସମକକ୍ଷ : ଆରୋହ

संगीत में, स्थायी या पहला पद गा चुकने पर फिर से वही पद अथवा उसका कुछ अंश अपेक्षाकृत ऊँचे स्वर में गाने की क्रिया।

गवैये की उछाल पर सभी ताली पीट रहे थे।
उछाल