ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଇନ୍ଫ୍ରାରେଡ୍ ରଶ୍ମି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ଯେଉଁ ବିଦ୍ୟୁତ ଚୁମ୍ବକୀୟ ଆଲୋକରେଖାର ତରଙ୍ଗ ଦୈର୍ଘ୍ୟ ଆଲୋକର ତରଙ୍ଗ ଦୈର୍ଘ୍ୟଠାରୁ ଅଧିକ ତଥା ରେଡ଼ିଓ ତରଙ୍ଗର ତରଙ୍ଗ ଦୈର୍ଘ୍ୟଠାରୁ କମ ହୋଇଥାଏ

ଉଦାହରଣ : ସେ ଇନ୍ଫ୍ରାରେଡ୍ ରଶ୍ମି ବିଷୟରେ ଅଧିକ ବିବରଣୀ ପାଇବାକୁ ଚାହୁଁଛି

वह विद्युत चुम्बकीय प्रकाश किरण जिसका तरंग दैर्ध्य प्रकाश के तरंग दैर्ध्य से अधिक तथा रेडियो तरंगों के तरंग दैर्ध्य से कम होता है।

वह अवरक्त किरणों के विषय में अधिक जानकारी पाना चाहता है।
अवरक्त किरण, अवरक्त-किरण, इंफ्रारेड किरण, इन्फ्रारेड किरण

Electromagnetic radiation with wavelengths longer than visible light but shorter than radio waves.

infrared, infrared emission, infrared light, infrared radiation

ଅର୍ଥ : ଆଲୋକର ତରଙ୍ଗ ଦୈର୍ଘ୍ୟରୁ ଅଧିକ ତଥା ରେଡ଼ିଓ ତରଙ୍ଗର ତରଙ୍ଗ ଦୈର୍ଘ୍ୟରୁ କମ ତରଙ୍ଗ ଦୈର୍ଘ୍ୟଯୁକ୍ତ

ଉଦାହରଣ : ସେ ଇନ୍ଫ୍ରାରେଡ୍ ରଶ୍ମି ବିଷୟରେ ଅଧିକ ଜାଣିଛି

ସମକକ୍ଷ : ଇନ୍ଫ୍ରାରେଡ୍

प्रकाश के तरंग दैर्ध्य से अधिक तथा रेडियो तरंगों के तरंग दैर्ध्य से कम तरंग दैर्ध्य वाला।

वह अवरक्त किरणों के विषय में अधिक जानता है।
अधोरक्त, अवरक्त, इंफ्रारेड, इन्फ्रारेड