ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଇଡା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଇଡା   ବିଶେଷ୍ୟ

ଅର୍ଥ : ଆକାଶର ଅଧିଷ୍ଠାତ୍ରୀ ଦେବୀ

ଉଦାହରଣ : ଧର୍ମଗ୍ରନ୍ଥମାନଙ୍କରେ ଇଡାଙ୍କ ଉଲ୍ଲେଖ ମିଳେ

आकाश की अधिष्ठात्री देवी।

इड़ा का उल्लेख धर्मग्रंथो में मिलता है।
इड़ा

A female deity.

goddess

ଅର୍ଥ : ଦକ୍ଷଙ୍କର ଜଣେ କନ୍ୟା

ଉଦାହରଣ : କଶ୍ୟପ ଋଷିଙ୍କ ସହିତ ଇଡାଙ୍କ ବିବାହ ହୋଇଥିଲା

दक्ष की एक कन्या।

इड़ा का विवाह कश्यप ऋषि के साथ हुआ था।
इड़ा

An imaginary being of myth or fable.

mythical being

ଅର୍ଥ : ଯଜ୍ଞରେ ଦିଆଯାଉଥିବା ଗୋଟିଏ ବିଶେଷ ପ୍ରକାରର ଆହୁତି

ଉଦାହରଣ : ପ୍ରୟାଜା ଏବଂ ଅନୁୟାଜାଙ୍କ ମଝିରେ ଇଡା ଦିଆଯାଏ

यज्ञ में दी जाने वाली एक विशेष प्रकार की आहुति।

इड़ा प्रयाजा और अनुयाजा के बीच में दी जाती है।
इड़ा

ଅର୍ଥ : ବୈବସ୍ବତ ମନୁଙ୍କ ଦ୍ବିତୀୟ ପତ୍ନୀ

ଉଦାହରଣ : ପୁରାଣମାନଙ୍କରେ ଇଡାଙ୍କ ବର୍ଣ୍ଣନା ମିଳେ

वैवस्वत मनु की दूसरी पत्नी।

इड़ा का वर्णन पुराणों में मिलता है।
इड़ा

An imaginary being of myth or fable.

mythical being

ଅର୍ଥ : ଗୋଟିଏ ଯଜ୍ଞପାତ୍ର

ଉଦାହରଣ : ପଣ୍ଡିତ ମହାଶୟ ଇଡାରେ ଆହୁତି ଦେବାକୁ ଯଜମାନଙ୍କୁ କହିଲେ

एक यज्ञपात्र।

पंड़ितजी ने यजमान को इड़ा में आहुति डालने कहा।
इड़ा