ଅର୍ଥ : ଯେଉଁ ପ୍ରାଚୀନ ସାମ୍ରାଜ୍ୟଟି ଇସ୍ରାଏଲର ପଶ୍ଚିମରେ ଥିଲା
ଉଦାହରଣ :
ମିଶର ନୀଳ ନଦୀର ଆଖ ପାଖରେ ଗଢି ଉଠିଥିଲା
ସମକକ୍ଷ : ମିଶର
ଅର୍ଥ : ଉତ୍ତର-ପୂର୍ବ ଆଫ୍ରିକାର ଏକ ଦେଶ
ଉଦାହରଣ :
ମିଶରର ପିରାମିଡ ବିଶ୍ୱ ପ୍ରସିଦ୍ଧ
ସମକକ୍ଷ : ମିଶର, ସଂଯୁକ୍ତ ଆରବ ଗଣତନ୍ତ୍ର