ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆସିଆନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆସିଆନ   ବିଶେଷ୍ୟ

ଅର୍ଥ : ରାଜନୈତିକ ଏବଂ ଆର୍ଥିକ ସହଯୋଗ ନିମନ୍ତେ ଉତ୍ସର୍ଗୀକୃତ ତଥା ବିଶ୍ବବ୍ୟାପୀ ଆତଙ୍କବାଦ ବିରୁଦ୍ଧରେ ଲଢିବାପାଇଁ ଆମେରିକା ସହ ମିଳିତ ହୋଇଥିବା ଦକ୍ଷିଣ ପୂର୍ବ ଏସିଆ ଦେଶ ସମୂହର ଏକ ସଂଗଠନ

ଉଦାହରଣ : ଆସିଆନରେ ଦକ୍ଷିଣପୂର୍ବ ଏସିଆର ଦଶଟି ଦେଶ ମିଳିତ ହୋଇଛନ୍ତି

ସମକକ୍ଷ : ଆସୋସିଏସନ୍ ଅଫ୍ ସାଉଥଇଷ୍ଟ ଏସିଆନ୍ ନେସନ୍

दक्षिण पूर्व एशियाई देशों का एक संगठन जो राजनीतिक एवं आर्थिक सहयोग को लिए समर्पित हैं तथा जो विश्वव्यापी आतंकवाद से लड़ने के लिए अमरीका के साथ जुड़े हुए हैं।

आसियान में दक्षिण पूर्व एशिया के दस देश शामिल हैं।
असोसीएशन ऑफ साउथईस्ट एशियन नेशन्स, आसियान

An association of nations dedicated to economic and political cooperation in southeastern Asia and who joined with the United States to fight against global terrorism.

asean, association of southeast asian nations