ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଶ୍ରୟଦାତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଶ୍ରୟଦାତା   ବିଶେଷଣ

ଅର୍ଥ : ଆଶ୍ରୟ ବା ସାହାଭରସା ଦେଉଥିଲା ଲୋକ

ଉଦାହରଣ : ରାମୁ ଆଜି ମଧ୍ୟ ନିଜର ଆଶ୍ରୟଦାତା ସେଠଙ୍କ ଗୁଣଗାନ କରିବାରେ କୁଣ୍ଠାବୋଧ କରେନାହିଁ

आश्रय या सहारा देने वाला।

रामू आज भी अपने आश्रयदाता सेठ का गुणगान करते नहीं थकता है।
अवलंबी, अवलम्बी, आधार, आश्रय-दाता, आश्रयदाता, आसरा