ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଲ   ବିଶେଷ୍ୟ

ଅର୍ଥ : ଗୋଟିଏ ପ୍ରକାର ଲାଲରଙ୍ଗ

ଉଦାହରଣ : ଆଲ ନାମକ ଛୋଟଗଛରୁ ଆଲ ମିଳେ

एक प्रकार का लाल रंग।

आल, आल नामक पौधे से प्राप्त होता है।
आल

ଅର୍ଥ : ପୂର୍ବେ ରଙ୍ଗ ପାଇଁ ଚାଷ କରାଯାଉଥିବା ଏକ ପ୍ରକାର ଛୋଟଗଛ

ଉଦାହରଣ : ଆଲରୁ ଗୋଟିଏ ପ୍ରକାରର ଲାଲ ରଙ୍ଗ ମିଳେ

एक प्रकार का पौधा पहले जिसकी खेती रंग प्राप्त करने के लिए की जाती थी।

आल से एक प्रकार का लाल रंग प्राप्त होता है।
आल