ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆର୍ଯ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆର୍ଯ୍ୟ   ବିଶେଷ୍ୟ

ଅର୍ଥ : ଆଚାର୍ଯ୍ୟ, ଗୁରୁ, ପତି ଆଦି ପୂଜ୍ୟ ବ୍ୟକ୍ତିଙ୍କପାଇଁ ପ୍ରଯୁକ୍ତ ଏକ ପ୍ରାଚୀନ ସଂବୋଧନ

ଉଦାହରଣ : ଆର୍ଯ୍ୟ, ଆପଣଙ୍କୁ ଭେଟିବାପାଇଁ କିଛି ଲୋକ ଆସିଛନ୍ତି

आचार्य, गुरु, पति आदि पूज्य व्यक्तियों के लिए प्रयुक्त एक प्राचीन संबोधन।

आर्य, आपसे मिलने कुछ लोग आए हैं।
आर्य

ଅର୍ଥ : ମନୁଷ୍ୟମାନଙ୍କର ଏକ ପ୍ରସିଦ୍ଧ ଜାତି ସଂସାରରେ ବହୁତ ପୂର୍ବରୁ ଯେଉଁମାନଙ୍କର ସଭ୍ୟତା ଥିଲା

ଉଦାହରଣ : ସିନ୍ଧୁ ସଭ୍ୟତା ଆର୍ଯ୍ୟ ଜାତିର ଏକ ପ୍ରାଚୀନ ସଭ୍ୟତା

ସମକକ୍ଷ : ଆର୍ଯ୍ୟ ଜାତି

संसार में बहुत पहले सभ्यता प्राप्त प्रागैतिहासिक मनुष्यों का समूह का एक सदस्य।

उत्तर भारतीयों के अनुसार उनके वैदिक कालीन पूर्वज आर्य थे।
आरज, आर्य

(Hinduism) a Hindu caste or distinctive social group of which there are thousands throughout India. A special characteristic is often the exclusive occupation of its male members (such as barber or potter).

jati