ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆର୍ଦ୍ରତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆର୍ଦ୍ରତା   ବିଶେଷ୍ୟ

ଅର୍ଥ : ଭୂମି, ଛାତ, କାନ୍ଥ ଆଦିର ଓଦାଳିଆ ଅବସ୍ଥା

ଉଦାହରଣ : ବର୍ଷାଦିନେ କାନ୍ଥରେ ଆର୍ଦ୍ରତା ଆସିଯାଏ

ସମକକ୍ଷ : ସନ୍ତସନ୍ତିଆ ଅବସ୍ଥା

भूमि, छत, दीवार आदि की आर्द्रता।

बरसात के दिनों में दीवारों पर सीड़ आ जाती है।
नमी, सीड़, सील

Wetness caused by water.

Drops of wet gleamed on the window.
moisture, wet

ଅର୍ଥ : ଓଦା ହେବାର କ୍ରିୟା ବା ଭାବ

ଉଦାହରଣ : ଆର୍ଦ୍ରତା କାରଣରୁ ଛାତ ଭୂଷୁଡ଼ି ପଡ଼ିଲା

ସମକକ୍ଷ : ଓଦା ପଣଅବସ୍ଥା, ସିକ୍ତତା