ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆମାଶୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆମାଶୟ   ବିଶେଷ୍ୟ

ଅର୍ଥ : ପେଟ ଭିତରେ ଥଳିଭଳି ଏକ ଅଂଶ ଯେଉଁଥିରେ ଖାଇଥିବା ଖାଦ୍ୟପଦାର୍ଥ ଏକାଠି ହୋଇ ହଜମ ହୁଏ

ଉଦାହରଣ : ଅଧିକ ମସଲାଦିଆ ଖାଦ୍ୟ ଖାଇଲେ ପାକସ୍ଥଳୀ ଖରାପ ହୁଏ

ସମକକ୍ଷ : ଉଦର, ଜଠର, ପାକସ୍ଥଳୀ

पेट के अंदर का वह थैलीनुमा भाग जिसमें भोजन किए हुए पदार्थ इकट्ठे होते और पचते हैं।

अधिक मसालेदार भोजन करने से आमाशय आहत होता है।
आमाशय, उदर, उदराशय, कोष्ठ, जठर, पक्वाशय, पेट, पोटा, भंडार, भण्डार

An enlarged and muscular saclike organ of the alimentary canal. The principal organ of digestion.

breadbasket, stomach, tum, tummy