ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆମନ୍ତ୍ରଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆମନ୍ତ୍ରଣ   ବିଶେଷ୍ୟ

ଅର୍ଥ : ପୂଜାକରିବା ସମୟରେ ମନ୍ତ୍ରଦ୍ବାରା କୌଣସି ଦେବତାଙ୍କୁ ନିଜ ପାଖକୁ ଆମନ୍ତ୍ରଣ କରିବାର କାର୍ଯ୍ୟ

ଉଦାହରଣ : ଦେବତାମାନଙ୍କୁ ଆବାହନ ପରେ ପୂଜା ଆରମ୍ଭ ହେଲା

ସମକକ୍ଷ : ଆବାହନ, ଆହ୍ବାନ

पूजन के समय मंत्र द्वारा किसी देवता को अपने निकट बुलाने का कार्य।

देवताओं के आवाहन के बाद पूजन प्रारंभ हुआ।
आवाहन, आहुति, आहूति, आह्वान

ଅର୍ଥ : ଶୁଭ ଇତ୍ୟାଦି କାମରେ ସମ୍ମିଳିତ ହେବାପାଇଁ ବନ୍ଧୁବାନ୍ଧବଆଦିଙ୍କୁ ନିଜ ପାଖକୁ ଡକାଇବା କ୍ରିୟା

ଉଦାହରଣ : ଆଜି ମୋ ବନ୍ଧୁଙ୍କଠାରୁ ନିମନ୍ତ୍ରଣ ଆସିଛି

ସମକକ୍ଷ : ନିମନ୍ତ୍ରଣ

मंगल कार्यों आदि में सम्मिलित होने के लिए मित्रों, संबंधियों आदि को अपने यहाँ बुलाने की क्रिया।

आज मेरे मित्र के यहाँ से निमंत्रण आया है।
अवहार, आदापन, आमंत्रण, आमन्त्रण, आवाह, इष्टि, केतन, निमंत्रण, निमन्त्रण, नेवता, न्योता, न्यौता, वत

A request (spoken or written) to participate or be present or take part in something.

An invitation to lunch.
She threw the invitation away.
invitation