ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆବାୟ ସୈନିକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆବାୟ ସୈନିକ   ବିଶେଷ୍ୟ

ଅର୍ଥ : ସେନାବାହିନୀର ଯେଉଁ ଅଂଶ ବ୍ୟୁହ ରଚନାପରେ ବଳକା ରହିଯାଏ

ଉଦାହରଣ : ଆବାୟ ସୈନ୍ୟଙ୍କୁ ଛାଉଣୀରେ ବିଶ୍ରାମ କରିବାକୁ ଆଦେଶ ଦିଆଯାଇଥିଲା

ସମକକ୍ଷ : ଆବାୟ ସୈନ୍ୟ

सेना का वह अंश जो व्यूह रचना के बाद बच रहा हो।

आवाय को छावनी में विश्राम करने का आदेश था।
आवाय