ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆପାର୍ଟମେଣ୍ଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆପାର୍ଟମେଣ୍ଟ   ବିଶେଷ୍ୟ

ଅର୍ଥ : ବହୁ ତାଲାବିଶିଷ୍ଟ ଅଟ୍ଟାଳିକା ବା ଯେଉଁ ଅଟ୍ଟାଳିକା ବହୁଭାଗରେ ବିଭକ୍ତ

ଉଦାହରଣ : ମୁମ୍ବାଇରେ ବହୁତଳ ବିଶିଷ୍ଟ ଅଟ୍ଟାଳିକା ଭରପୂର

ସମକକ୍ଷ : ବହୁ ତଳ ବିଶିଷ୍ଟ ଅଟ୍ଟାଳିକା

कई खंडों में बँटा भवन या वह भवन जिसमें कई खंड हों।

मुम्बई में बहुमंजिली इमारतों की भरमार है।
अट्ट, अट्टा, अट्टालिका, बहुखंडी भवन, बहुमंज़िला भवन, बहुमंज़िली इमारत, बहुमंजिला भवन, बहुमंजिली इमारत

A structure that has a roof and walls and stands more or less permanently in one place.

There was a three-story building on the corner.
It was an imposing edifice.
building, edifice

ଅର୍ଥ : ବହୁତଳ ପ୍ରାସାଦର କୌଣସି ତାଲାରେ ବିଶେଷ ରୂପେ ନିର୍ମିତ କିଛିଘରରୁ ଗୋଟିଏ ଘର ଯେଉଁଥିରେ ଏକରୁ ଅଧିକ କୋଠରିଥାଏ

ଉଦାହରଣ : ମୋର ଆପାର୍ଟମେଣ୍ଟ ଦ୍ବିତୀୟ ମହଲାରେ ରହିଛି

ସମକକ୍ଷ : ଆପାର୍ଟମେଂଟ, ଫ୍ଳାଟ୍